ନିର୍ବାଚନ ପରେ ପ୍ରତିଶ୍ରୁତି ଭୁଲିଲେ ନେତା

ଭୁବନେଶ୍ୱର: ପୌର ନିର୍ବାଚନ ସରିଛି। ନେତାମାନେ ଭୋଟରଙ୍କୁ ପୁଳାପୁଳା ପ୍ରତିଶ୍ରୁତି ଦେଇଛନ୍ତି। ହାତଯୋଡ଼ି ନତମସ୍ତକ ହୋଇ ଭୋଟରଙ୍କ ମନ ଜିଣିବାକୁ ଉଦ୍ୟମ କରିଛନ୍ତି। ଭୋଟର୍‌ଙ୍କ ମନରେ ଭରସା ଓ ବିଶ୍ବାସ ଜନ୍ମାଇ ଭୋଟ୍‌ ହାତେଇବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଛନ୍ତି। କିଛି ପ୍ରାର୍ଥୀ ଭୋଟର୍‌ଙ୍କ ହୃଦୟ ଜିତି ବିଜୟ ତିଳକ ପିନ୍ଧିଛନ୍ତି ଓ ଆଉ କେତେଜଣ ପରାଜୟ ବରଣ କରିଛନ୍ତି। ଏମିତି ପ୍ରତି ପୌର ନିର୍ବାଚନରେ ଘଟୁଛି। ହେଲେ ବିଜୟ ପରେ … Continue reading ନିର୍ବାଚନ ପରେ ପ୍ରତିଶ୍ରୁତି ଭୁଲିଲେ ନେତା